କୁନ୍ଥା Kunthā

  • ଦେ. ବି. (ସଂ. କୁନ୍ଥନ) — କୁନ୍ଥନ — Groaning or straining
  • ପ୍ରାଦେ. (ବାଲେଶ୍ୱର) ବିଣ — ଦନ୍ଥରା; (ଦାଢ଼; ଅସ୍ତ୍ର) — Blunted
  • ପ୍ରାଦେ. (ବାଲେଶ୍ୱର) ବିଣ — କୃପଣ — Miserly; niggardly
  • ପ୍ରାଦେ. (ବାଲେଶ୍ୱର) ବିଣ — ସର୍ବଦା ପୀଡ଼ିତ — Invalid; constantly ailing