କୁନ୍ଥାହଗୁରା Kunthāhagurā

  • ଦେ. ବିଣ. — ନାଳରକ୍ତଝାଡ଼ାଦ୍ୱାରା ଆକ୍ରାନ୍ତ (ବ୍ଯକ୍ତି) — (person) Suffering from dysentery
  • ଦେ. ବିଣ. — କୋଷ୍ଠବଦ୍ଧତା ଯୋଗୁଁ ହଗିଲା ବେଳେ କୁନ୍ଥାଇବା ଯାହାର ଅଭ୍ୟାସ — Habituated to straining hard while easing (on account of constitutional constipation)