କୁନ୍ଥାଣ Kunthāṇa

  • ଦେ. ବି. (ସଂ. କୁନ୍ଥନ) — ପ୍ରସବ କରିବା ବା କୋଷ୍ଠବଦ୍ଧ ମଳ ନିଷ୍କାସନ କରିବା ଚେଷ୍ଟାରେ ଜୋର୍ପୂର୍ବକ ନିଶ୍ୱାସ ରୋଧ ଓ ତ୍ୟାଗ — Severe straining during pangs of child-birth or the passing stools by a person feeling costive
  • ଦେ. ବି. (ସଂ. କୁନ୍ଥନ) — ପ୍ରସବ ସମୟରେ ପ୍ରସୂତିଦ୍ୱାରା ଅନୁଭୂତ ଶୂଳ; ଗର୍ଭବେଦନା — The straining pains of females while giving birth; pangs of the mother during delivery; labour-pain