କୁନ୍ଥାଇବା Kunthāibā

  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — କୁନ୍ଥନ କରିବା — To moan; to groan or strain
  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — କଠିନ ପରିଶ୍ରମସାଧ୍ୟ କାର୍ଯ୍ୟର କ୍ଳେଶ ସହିବା ନିମନ୍ତେ ଉପର୍ଯ୍ୟୁପରି ନିଶ୍ୱାସ ବନ୍ଦ କରି ଛାଡ଼ିବା — To stop breathing for some time and then eject the breath while performing a difficult task
  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା — To show unwillingness to do some work or labour
  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — ଅରଜୁନ କୁନ୍ଥାଇ କୁନ୍ଥାଇ ମାର୍ଗଣ ବିନ୍ଧି ଭୀଷ୍ମ ତୁଲରେ କଲେ ଆୟୋଧନ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।
  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — ପ୍ରସବ ସମୟରେ ଶୂଳ ଖାଇବା — To undergo the pangs of child birth
  • ଦେ. କ୍ରି. (ସଂ. କୁନ୍ଥ ଧାତୁ) — ରୋଗର ବାହାନା କରି କୁନ୍ଥନର ଅଭିନୟ କରିବା — To feign sickness by straining