କୁନୁଆ Kunuā

  • ପ୍ରାଦେ. (ସମ୍ବଲପୁର) ବି. — କୁଣିଆଁ; ଗୃହକୁ ଆଗତ ବନ୍ଧୁ — A relative who is a guest at the house
  • ପ୍ରାଦେ. (ସମ୍ବଲପୁର) ବି. — ଅତିଥି — Guest