କୁନାସ Kunāsa

  • ସଂ. ବି.—(ବହୁବ୍ରୀହି; କୁ+ନାସା; ଯାହାର ନାକ ଦେଖିବାକୁ ଅସୁନ୍ଦର) — ଓଷ୍ଟ୍ର; ଉଷ୍ଟ୍ର — Camel. (M.W.)