କୁନି Kuni

  • ଦେ. ବିଣ.—(ସଂ. କୁଣକ=ଶିଶୁ ଜନ୍ତୁ ତା. କୁନି. ପ୍ରା. କୁନି= ଯେ ଚାଲି ନ ପାରେ; ଶିଶୁ) — ଛୋଟ ଓ ସୁନ୍ଦର — Tiny; pretty
  • ଦେ. ବିଣ.—(ସଂ. କୁଣକ=ଶିଶୁ ଜନ୍ତୁ ତା. କୁନି. ପ୍ରା. କୁନି= ଯେ ଚାଲି ନ ପାରେ; ଶିଶୁ) — କ୍ଷୁଦ୍ର — Small and pretty (used to dear little things)
  • ଦେ. ବିଣ.—(ସଂ. କୁଣକ=ଶିଶୁ ଜନ୍ତୁ ତା. କୁନି. ପ୍ରା. କୁନି= ଯେ ଚାଲି ନ ପାରେ; ଶିଶୁ) — ଟିକି ପିଲା — Nice and little (child)
  • ଦେ. ବି. ସ୍ତ୍ରୀ — ବାଳିକାକୁ ଡାକିବା ଗେହ୍ଲା ନାମ — An endearing name for calling a girl
  • ପ୍ରାଦେ. (ସିଂହଭୂମ) ବି. — ବାଳିକା — A small girl