କୁନାରୀ Kunārī

  • ସଂ. ବି.—(କର୍ମଧା; କୁ+ନାରୀ) — ମନ୍ଦ ସ୍ତ୍ରୀ — A bad women
  • ସଂ. ବି.—(କର୍ମଧା; କୁ+ନାରୀ) — କୁଭାର୍ଯ୍ୟା; ଅସତୀ ସ୍ତ୍ରୀ — A faithless wife; unchaste wife