କୁନ୍ତଳ Kuntaḻa
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ମସ୍ତକର କେଶ — Hair of the head
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — କେଶଗୁଚ୍ଛ; ବାଳର କେରା — A lock of hair
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ପାନପାତ୍ର — A drinking cup; a glass
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଲଙ୍ଗଳ — Plough
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଯବ — Barley
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ସୁଗନ୍ଧ ଦ୍ରବ୍ଯବିଶେଷ — A kind of perfume
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଦେଶବିଶେଷ — Name of a country
- ସଂ. ବି. (କୁନ୍ତ=ଅସ୍ତ୍ର+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — କୁନ୍ତଳେ କୁନ୍ତଳେ ରାମା ପଟ ଧଇଲେ। ଭଞ୍ଜ, ପ୍ରେମସୁଧାନିଧି।