କୁନ୍ତ Kunta
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ପକ୍ଷଯୁକ୍ତ ଶର — Winged arrow; barbed dart
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ତେଣ୍ଟା — Lance; harpoon
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ମୁନିଆ ଅସ୍ତ୍ରବିଶେଷ; ପ୍ରାସ ଅସ୍ତ୍ର — A pointed instrument with a long handle to thrust in to things
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ଭଙ୍ଗୀ ନେତ୍ର ଉଚିତ, କୁନ୍ତ ଢାଳି କିଞ୍ଚିତ, ଦେଲା ମରମେ ସୁକୁମାରୀ ମାରି ରେ। ପ୍ରାଚୀନ ସଙ୍ଗୀତ।
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ବରଛା — Spear
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — ଶସ୍ୟବିଶେଷ — A kind of grain
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — କାମକ୍ରୋଧାଦି ଶାରୀରିକ ରିପୁ — Passion
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — କୀଟ — Insect
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — କ୍ଷୁଦ୍ର ଜୀବ — Small animal (Apte)
- ସଂ. ବି.—(କୁ=କୁତ୍ସିତ+ଅନ୍ତ=ନାଶ;) ଯାହା ଯୋଗୁଁ ପ୍ରାଣୀର ଅନ୍ତ କୁତ୍ସିତ ହୁଏ) — କୁନ୍ତିଭୋଜ (ରାଜା) (ଦେଖ) — Kuntibhoja (king) (See)
- ପ୍ରାଦେ. (ବାଲେଶ୍ୱର) ବି — ବଡ଼ ମାଠିଆ — A big pitcher or narrow-mouthed jar