କୁତ୍ରିମ Kutrima
- ଦେ. ବିଣ. (ସଂ. କୃତ୍ରିମ) — କୃତ୍ରିମ (ଦେଖ) — Kṛutrima (See)
- ଦେ. ବିଣ. (ସଂ. କୃତ୍ରିମ) — (କଚିରିଆ) ଜାଲ୍ (ଦସ୍ତାବିଜ୍) — Forged (document)
- ଦେ. ବିଣ. (ସଂ. କୃତ୍ରିମ) — (କଚିରିଆ) ଗଢା ବା ମିଥ୍ୟା (ମକଦ୍ଦମା) — Got up (case); fabricated
- ଦେ. ବିଣ. (ସଂ. କୃତ୍ରିମ) — (କଚିରିଆ) ପ୍ରତାରକ (ବ୍ଯକ୍ତି) — Fraudulent (person); artful
- ଦେ. ବିଣ. (ସଂ. କୃତ୍ରିମ) — (କଚିରିଆ) ଷଡ଼ଯନ୍ତ୍ରକାରୀ (ବ୍ଯକ୍ତି) — Conspiring (person)
- ଦେ. ବି. (କଚିରିଆ) — ପ୍ରତାରଣା; ଛଳ — Fraud; artfulness
- ଦେ. ବି. (କଚିରିଆ) — ଷଡ଼ଯନ୍ତ୍ର — Conspiracy
- ଦେ. ବି. (କଚିରିଆ) — ଜାଲିୟତି — Forgery