କୁତ୍ସା କରିବା Kutsā karibā

  • ଦେ. କ୍ରି. (ସଂ. କୁତ୍ସନ) — ନିନ୍ଦା କରିବା — To blame
  • ଦେ. କ୍ରି. (ସଂ. କୁତ୍ସନ) — ଦୋଷାରୋପ କରିବା — To lay blame on
  • ଦେ. କ୍ରି. (ସଂ. କୁତ୍ସନ) — କୁତ୍ସା କରେ ମୁଁ ଧାତାକୁ କାହିଁକି ସରଜି ତାକୁ; ଚିରାୟୁ ରଖିଲା ଜିରତୀରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, କ. ଗୀତ।
  • ଦେ. କ୍ରି. (ସଂ. କୁତ୍ସନ) — ପରର ନିନ୍ଦାବାଦ କରିବା — To speak ill of; to blaspheme; to calumniate