କୁତ୍ରାପି Kutrāpi

  • ସଂ. ଅ. (କୁତ୍ର+ଅପି) — କେଉଁଠାରେ ହେଲେ; କେଉଁଠାରେ ବି — In any place whatever; anywhere
  • ସଂ. ଅ. (କୁତ୍ର+ଅପି) — କୌଣସି କୌଣସି ସ୍ଥାନରେ — In some places
  • ସଂ. ଅ. (କୁତ୍ର+ଅପି) — ଅଳ୍ପ ସ୍ଥାନରେ — In a few places