କୁତ୍ରତ୍ୟ Kutratya

  • ସଂ. ବିଣ. (କୁତ୍ର+ଜାତ ଓ ସ୍ଥିତି ଅର୍ଥରେ ତ୍ୟ) — କେଉଁ ସ୍ଥାନରେ ଜାତ? — Belonging to which place?
  • ସଂ. ବିଣ. (କୁତ୍ର+ଜାତ ଓ ସ୍ଥିତି ଅର୍ଥରେ ତ୍ୟ) — କେଉଁ ସ୍ଥାନରେ ସ୍ଥିତ? — Situate in which place?
  • ସଂ. ବିଣ. (କୁତ୍ର+ଜାତ ଓ ସ୍ଥିତି ଅର୍ଥରେ ତ୍ୟ) — କେଉଁ ସ୍ଥାନରୁ ଆଗତ? — Hailing whereform?