କୁତ୍ରିମୀ Kutrimī

  • ଦେ. ବିଣ. (କଚିରିଆ) — ପ୍ରତାରକ; ଛଳନା ପୂର୍ଣ୍ଣ — Fraudulent; artful
  • ଦେ. ବିଣ. (କଚିରିଆ) — ଷଡ଼ଯନ୍ତ୍ରକାରୀ — Conspiring
  • ଦେ. ବିଣ. (କଚିରିଆ) — ଜାଲ୍କଲାବାଲା — Forger; fabricating forged documents
  • ଦେ. ବିଣ. (କଚିରିଆ) — ଯେଉଁ ଲୋକ ମିଥ୍ୟା ମକଦ୍ଦମା ସର୍ଜନା କରେ — (a person) who gets up or fabricates false cases