କୁଟିକମ Kuṭikama
- ଦେ. ବି. (ସଂ. କୂଟ ଓ କର୍ମ) — ବିବିଧ ଚିତ୍ର ଓ କାରୁକର୍ମ; କମକୁଟ — Various artistic designs; ornamental work
- ଦେ. ବିଣ. — ନାନାପ୍ରକାର କାରୁକର୍ମ ଓ ରଙ୍ଗଯୁକ୍ତ — Variegated and having various designs
- ଦେ. ବିଣ. — ଦରିଆ ଶାମୁକହୁଁ ନି କୁଟିକମ ଦେହ ଛାଡ଼ି ଗୋଟି। ଅଜୟଚନ୍ଦ୍ର କବିତା।