କୁଟିଳଗତି Kuṭiḻagati

  • ସଂ. ବି. (କର୍ମଧାରୟ; କୁଟିଳ+ଗତି) — ସିଧା ନ ହୋଇ ବକ୍ରଭାବରେ ଗମନ — Crooked motion
  • ସଂ. ବି. (କର୍ମଧାରୟ; କୁଟିଳ+ଗତି) — (ଯଥା—ସାପ, ବିଛା ଆଦିଙ୍କର ଗମନ)।
  • ବିଣ. (ବହୁବ୍ରାହୀ) — କୁଟିଳଗାମୀ — Moving in a crooked manner