କୁଟାଳି Kuṭāḻi

  • ସଂ. ବିଣ. (ଫୁ ଓ ସ୍ତ୍ରୀ) (ସଂ. କୁଟ୍ଟଧାତୁ) — ଯେ ଢିଙ୍କି ବା ହେମଦସ୍ତା ଦ୍ୱାରା ଧାନ ଆଦି କୁଟେ — One who presses or pounds paddy etc by 'Dhiṅki' or pestle