କୁଟି Kuṭi

  • ସଂ. ବିଣ. (କୁଟ ଧାତୁ+ଇ) — ବକ୍ର; ବଙ୍କା — Bent; crooked
  • ସଂ. ବି. — କୁଟୀର — Cottage; hut
  • ସଂ. ବି. — ବାଙ୍କ — A bend; a curve
  • ସଂ. ବି. — ଶରୀର — The body (Apte)