କୁଟିଳ Kuṭiḻa

  • ସଂ. ବିଣ. (କୁଟି=ବକ୍ରତା+ଳ) — ଅସରଳ; ବକ୍ର; ବଙ୍କା — Curved; crooked; bent; tortuous
  • ସଂ. ବିଣ. (କୁଟି=ବକ୍ରତା+ଳ) — ଅସରଳସ୍ୱଭାବ; କପଟୀ — Insincere; hypocritical; crooked by nature
  • ସଂ. ବିଣ. (କୁଟି=ବକ୍ରତା+ଳ) — କ୍ରୁର — Heartless; cruel
  • ସଂ. ବିଣ. (କୁଟି=ବକ୍ରତା+ଳ) — ଶଠ; ଧୂର୍ତ୍ତ — Cheating; deceiving; deceitful
  • ସଂ. ବିଣ. (କୁଟି=ବକ୍ରତା+ଳ) — ସମାଧା କରିବାକୁ କଷ୍ଟସାଧ୍ୟ — Difficult of solution
  • ସଂ. ବିଣ. (କୁଟି=ବକ୍ରତା+ଳ) — କୁଞ୍ଚକୁଞ୍ଚିଆ; କୁଞ୍ଚିତ — Curled; curly
  • ସଂ. ବିଣ. (କୁଟି=ବକ୍ରତା+ଳ) — କୃପଣ — Miserly; niggardly
  • ସଂ. ବି. — ତଗର ଗୁଳ୍ମ (ଦେଖ) — Tagara (plant) (See) (Apte)
  • ସଂ. ବି. — ଟିଣ (ଧାତୁ) — Tin (metal) (Apte)
  • ଦେ. ବି. — କୁଟିଳତା; କୌଟିଲ୍ୟ — State of being curled
  • ଦେ. ବି. — କୁଟିଳ ବେଶରେ ଅଛନ୍ତି। ଭୂପତି, ପ୍ରେମପଞ୍ଚାମୃତ।
  • ଦେ. ବି. — [ଦ୍ର—ଭାଷାରେ ଓ ପ୍ରାଚୀନ ସାହିତ୍ୟରେ ବିଶେଷ୍ୟ ଶବ୍ଦ ବିଶେଷଣ ଅର୍ଥରେ ଓ ବିଶେଷଣ ପଦ ବିଶେଷ୍ୟ ଅର୍ଥରେ ପ୍ରୟୋଗ ହେବାର ବହୁଳ ଉଦାହରଣ ଦେଖା ଯାଏ।]