କୁକ୍କୁଟ Kukkuṭa

  • ସଂ. ବି. ପୁଂ. (କୁ=ପୃଥିବୀ+କୁଟ୍ ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) — କୁକୁଡ଼ା — Cock; fowl
  • ସଂ. ବି. ପୁଂ. (କୁ=ପୃଥିବୀ+କୁଟ୍ ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) — (ଯଥା—କୁକ୍କୁଟ ଦୁଇ ପ୍ରକାର। 1 . ଗୃହକୁକ୍କୁଟ; 2 . ବନ୍ୟକୁକ୍କୁଟ) — (ଯଥା—କୁକ୍କୁଟ ଦୁଇ ପ୍ରକାର1. ଗୃହକୁକ୍କୁଟ;2. ବନ୍ୟକୁକ୍କୁଟ)
  • ସଂ. ବି. ପୁଂ. (କୁ=ପୃଥିବୀ+କୁଟ୍ ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) — ତୃଣୋଳ୍କା; କୁଟା ଲୁଣ୍ଡା — A firebrand made of grass
  • ସଂ. ବି. ପୁଂ. (କୁ=ପୃଥିବୀ+କୁଟ୍ ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) — ଅଗ୍ନିସ୍ଫୁଲିଙ୍ଗ — Sparks of fire