କୁକୁରିଆ Kukuriā
- ଦେ. ବିଣ. — କୁକୁରସମ୍ବନ୍ଧୀୟ — Pertaining to a dog
- ଦେ. ବି. — କୁକୁର ପାଳିବା ବ୍ଯକ୍ତି — One who brings up or cares after dogs
- ଦେ. ବି. — (ଲକ୍ଷଣାର୍ଥ) କୁକ୍ରିୟାରତ ବ୍ଯକ୍ତି — (figurative) An evil doer; a wicked person person; one given to evil ways
- ଦେ. ବି. — ଲଙ୍ଗଳ ମୁଣ୍ଡାରେ କଣ୍ଟି ବସିବା ପାଇଁ କରାଯିବା ଛିଦ୍ର ବା କଣା — The hole made on the top of a plogh-blade for fitting the hand-piece into it