କୁକୁରମୂତା Kukuramūtā
- ପ୍ରାଦେ. (ଛତିଶିଗଡ଼) ବି — ତୁଳସୀ (ଗୁଳ୍ମ) (ଦେଖ) — Tuḻasī (plant) (See)
- ପ୍ରାଦେ. (ଛତିଶିଗଡ଼) ବି — [ଦ୍ର—ସାଧାରଣତଃ ଦେଖାଯାଏ ଯେ କୁକୁରମାନେ ତୁଳସୀ ଆଦି କ୍ଷୁଦ୍ର ଗୁଳ୍ମ ଦେଖିଲେ ତା ପାଖକୁ ଯାଇ ପଛ ଗୋଡ଼ ଗୋଟାଏ ଟେକିଦେଇ ସେ ଗଛ ଆଡ଼କୁ ମୂତି ଦିଅନ୍ତି। ସଂଭବତଃ ଏହି କାରଣରୁ ଏହି ନାମ।]