କୁକ୍କୁଟୀ Kukkuṭī

  • ସଂ. ବି. ସ୍ତ୍ରୀ (କୁକ୍କୁଟ+ସ୍ତ୍ରୀ. ଈ) — ମାଈ କୁକୁଡ଼ା — Hen
  • ସଂ. ବି. ସ୍ତ୍ରୀ (କୁକ୍କୁଟ+ସ୍ତ୍ରୀ. ଈ) — ଅନୃତାଚରଣ — 1. Hypocritical conduct; hypocrisy
  • ସଂ. ବି. ସ୍ତ୍ରୀ (କୁକ୍କୁଟ+ସ୍ତ୍ରୀ. ଈ) — ବହୁଡ଼ୀ (ତୃଣ) (ଦେଖ) — Bahuṟḍ̠ī (grass) (See)