କୁକ୍କୁଟାଣ୍ଡ Kukkuṭāāṇḍa

  • ସଂ. ବି. ( 6 ଷ୍ଠୀ ତତ୍; କୁକ୍କୁଟୀ+ଅଣ୍ଡ; ସମାସରେ ସ୍ତ୍ରୀଲିଙ୍ଗାନ୍ତ ପ୍ରଥମ ଶବ୍ଦ ପୁଂଲିଙ୍ଗ ଆକାର ଧାରଣ କରିଅଛି; ତୁଳ. ଛାଗଦୁଗ୍ଧ) — କୁକୁଡ଼ା ଡ଼ିମ୍ବ — The egg of a hen