କୀଳା Kīḻā

  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— ବନ୍ଧନ ଖୁଣ୍ଟ — A post for tying or tethering
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— ଖିଲ — Peg; wedge
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— (ହିନ୍ଦୁପୁରାଣ) ପୃଥିବୀକୁ ସ୍ଥିର ବା ଦୃଢ଼ବଦ୍ଧ କରିବା ସକାଶେ ଆଠ ଦିଗରେ ଥିବା ଆଠଗୋଟି କାଳ୍ପନିକ ଖୁଣ୍ଟ; ଅଷ୍ଟକୁଳାଚଳ — (Hindu mythology) One of the 8 imaginary mountains holding the earth fixed in the 8 points of the compass
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— ଅଗ୍ନିଶିଖା — Flame of burning fire
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— କହୁଣୀ — Elbow
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— କହୁଣିଆଁ; କହୁଣୀମାଡ଼ — A blow with the elbow
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— କ୍ଷୁଦ୍ର ଅଂଶ; କଣା — Minute particle
  • ସଂ. ବି. ସ୍ତ୍ରୀ. (କୀଲ୍ ଧାତୁ=ବନ୍ଧନ କରିବା+କର୍ମ. ଅ+ ସ୍ତ୍ରୀ. ଆ; ତୁଳ. ଲାଟୀନ୍. କୁନିଅସ୍=କୀଳ= Wedge)— ମୈଥୁନ ସମୟରେ ପ୍ରଦତ୍ତ ମୁଷ୍ଟ୍ୟାଘାତ — A blow dealt during copulation (M.W.)
  • ଦେ. ବି — ନାମାକ୍ଷର ସଂଯୁକ୍ତ ଖୁଣ୍ଟ — Sign-post
  • ଦେ. ବି — ଲେଖା ହୋଇଥିବା ବିଷୟକୁ କାଟିବା ରେଖା — A line drawn through a written matter for scoring it through
  • ଦେ. ବି — ବିବାଦୀୟ କୌଣସି ଫସଲ ବା ଜମିକୁ ରାଜାଙ୍କ ନାମରେ ଅଟକ କରିବା ସକାଶେ ପୋତିବା ଖୁଣ୍ଟା ବା ଢାଗା; ଝୁଣ୍ଟା — A pole put on a disputed thing or land in the name of the king prohibiting either party touching or going near the subject in dispute pending authoritative decision of the dispute
  • ଦେ. ବି — ଭୂଷା ବା ବିଧା — A blow with the clenched fist