କୀଳକ Kīḻaka

  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ବନ୍ଧନାର୍ଥ ଖୁଣ୍ଟ — Pillar; post
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ଖୁଣ୍ଟି — Small pillar; stake
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — କୀଳା; ଖୁଣ୍ଟା; ଗେଁଜଣା — Peg
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ତନ୍ତ୍ରୋକ୍ତ ଦେବତାବିଶେଷ — A class of Deities mentioned in the Tantras
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ଶରୀରକୁ କୀଳିବା ମନ୍ତ୍ର — An incantation used for the purpose of making one's body invulnerable
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ସ୍ତବବିଶେଷ — A hymn recited before the recital of the chief hymn
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — [ଦ୍ର—ଏ ସ୍ତବପାଠଦ୍ୱାରା ମନ୍ଦ ପ୍ରଭାବ ଆଦିରୁ ସ୍ତବକାରୀକୁ ରକ୍ଷା କରାଯାଏ।]
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — (ସୁଶ୍ରୁତ) ଭଙ୍ଗାହାଡ଼କୁ ସିଧା କରି ବାନ୍ଧିବା ପାଇଁ ବ୍ଯବହୃତ କାଠପଟା — A splint for confining broken bones
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — ମନ୍ତ୍ରର ମଧ୍ୟଭାଗ — The middle portion of a mantra
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — (ଜ୍ୟୋତିଷ) ବାର୍ହଷ୍ପତ୍ୟ ବର୍ଷ ଗଣନା ଚକ୍ରର 60 ବର୍ଷ ମଧ୍ୟରୁ ଦ୍ୱିଚତ୍ୱାରିଂଶ ବର୍ଷର ନାମ — (ଜ୍ୟୋତିଷ) ବାର୍ହଷ୍ପତ୍ୟ ବର୍ଷ ଗଣନା ଚକ୍ରର60ବର୍ଷ ମଧ୍ୟରୁ ଦ୍ୱିଚତ୍ୱାରିଂଶ ବର୍ଷର ନାମ— . (Astrology) Name of the 42nd year of the cycle of 60 years of the planet Jupiter
  • ସଂ. ବି. (କୀଳ+ସ୍ୱାର୍ଥରେ କ.) — [ଦ୍ର—ଏ ବର୍ଷ ଅମଙ୍ଗଳ ନାଶ ହୋଇ ସର୍ବତ୍ର ମଙ୍ଗଳ ଘଟେ।]