କୀଳ Kīḻa
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଖିଲ; ଗେଞ୍ଜଣା; ମେଖ; ସରୁ ଓ ଛୋଟ ମୁନିଆ କାଠ ବା ଧାତୁ — Peg; pin
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଖୁଣ୍ଟା; ଖୁଣ୍ଟି — Short pillar; post; stake
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଖୁଣ୍ଟ — Pillar
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ମୁଷ୍ଟ୍ୟାଘାତ; ମୁଥ; ମୁଖୀ — Blow by the clenched fist
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଅଗ୍ନିଶିଖା — Flame
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — କବାଟର କୀଳଣୀ — The bolt of a door
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — କହୁଣି — Elbow
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ପିରିକ; କଣ୍ଟା — Nail; prick
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ସୂର୍ଯ୍ୟଘଟିକାର ଛାୟାଦର୍ଶକ କଣ୍ଟା — Gnomon of a sundial (M.W.)
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଚକିର ମାଣିଖୁଣ୍ଟି (ହି. ଶବ୍ଦସାଗର) — The central pin of the lower mill-stone
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — ଗୋରୁ ଖୁଣ୍ଟ — Post in a cow-house for fastening cattle (M.W.)
- ସଂ. ବି. (କୀଳ୍ ଧାତୁ=ବନ୍ଧନ କରିବା+କରଣ. ଅ) — (ସୁଶ୍ରୁତ) ପ୍ରସବ ପୂର୍ବରୁ ଭ୍ରୂଣ ଯୋନିଦ୍ୱାରରେ ଅଟକିବା ଅବସ୍ଥା — The position of a foetus impending delivery