କୀର୍ତିସ୍ତମ୍ଭ Kīrtistambha
- ସଂ. ବି. (ମ. ପ. ଲୋ; କୀର୍ତି+ସ୍ତମ୍ଭ) — ବ୍ଯକ୍ତିବିଶେଷଙ୍କ କୀର୍ତିକର କାର୍ଯ୍ୟମାନ ଯେଉଁ ଖୁମ୍ବରେ ଲିପିବଦ୍ଧ ହୋଇ ଥାଏ — A pillar embodying the acts of renown of a certain person or king; an obelisk
- ସଂ. ବି. (ମ. ପ. ଲୋ; କୀର୍ତି+ସ୍ତମ୍ଭ) — ବିଶିଷ୍ଟ ରାଜାଙ୍କର ରାଜତ୍ୱକାଳରେ ଘଟିଥିବା କୌଣସି କୀର୍ତିଜନକ ବା ବିଖ୍ୟାତ କାର୍ଯ୍ୟର ଭବିଷ୍ୟତ୍ ବଂଶଧର— ମାନଙ୍କ ସ୍ମରଣାର୍ଥ ନିର୍ମିତ ଉଚ୍ଚ ଖୁମ୍ବ — A pillar erected in commemoration of some famous occurrence; a monument; a memorial