କୀଳାକ୍ଷର Kīḻākshara

  • ସଂ. ବି. (ମଧ୍ୟପଦଲୋପୀ; କୀଳା ସଦୃଶ ଅକ୍ଷର) — ବହୁ ପ୍ରାଚୀନ ଲିପିବିଶେଷ — A kind of ancient wedge-shaped script; cuneiform script
  • ସଂ. ବି. (ମଧ୍ୟପଦଲୋପୀ; କୀଳା ସଦୃଶ ଅକ୍ଷର) — [ଦ୍ର—ଏ ଲିପି ପ୍ରାଚୀନ ଆସରିଆ ଓ ବାବିଲନ୍ ଦେଶରେ ପ୍ରଚଳିତ ଥିଲା। ବର୍ତ୍ତମାନ ଆଫ୍ରିକାର ବାର୍ବେରୀ ଅଞ୍ଚଳରେ ଏ ଲେଖାର କେତେକ ପ୍ରମାଣ ଆବିଷ୍କୃତ ହୋଇଅଛି।]