କୀଳାକୀଳି Kīḻākīḻi
- ଦେ. ବି — ଅନେକ ଗୁଡ଼ିଏ କବାଟକୁ କିଳିବା କର୍ମ — Act of shutting several doors
- ଦେ. ବି — କୌଣସି ଲିଖିତ ବିଷୟ ଉପରେ ଗାର ପକାଇ ବାରମ୍ବାର କାଟି ଆଲୁର୍ ବାଲୁର୍ କରିବାଅବସ୍ଥା — Repeated scoring through a written matter
- ଦେ. ବି — ନାନା ପ୍ରକାରର କୀଳିବା କର୍ମ (ଦେଖ) — Various acts of Kīḻibā (See)