କୀର୍ତି Kīrti
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ଯଶଃ; ସୁଖ୍ୟାତି — Glory; renown
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ଲୋକ ମୁଖରୁ ପ୍ରଶଂସା — Public praise; fame
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ଦାନାଦି ପ୍ରଭବ ସୁନାମ; ନାଆଁ — Fame due to benefitting others
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ପୁଣ୍ଯ (ହିନ୍ଦି. ଶବ୍ଦସାଗର) — Piety
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ବିସ୍ତାର — Extension; expansion
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — କର୍ଦ୍ଦମ; କାଦୁଅ (ହି. ଶବ୍ଦସାଗର) — Clay; mud
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — (ନାମ) ସୀତାଙ୍କର ଏକ ସଖୀ — Name of a companion of Sītā
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — (ନାମ) ଦକ୍ଷଙ୍କର ଏକ କନ୍ଯା ଓ ଧର୍ମଙ୍କ ପତ୍ନୀ — Name of daughter of Daksha and wife of Dharma
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ଆର୍ଯ୍ୟା ଛନ୍ଦର ଏକ ଭେଦ — Name of a Sanscrit metre
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — [ଦ୍ର—ଏଥିରେ 14 ଟି ଗୁରୁ ଓ 19 ଟି ଲଘୁ ବର୍ଣ୍ଣ ଥାଏ। (ହି. ଶବ୍ଦସାଗର)] — [ଦ୍ର—ଏଥିରେ14ଟି ଗୁରୁ ଓ19ଟି ଲଘୁ ବର୍ଣ୍ଣ ଥାଏ (ହି. ଶବ୍ଦସାଗର)]
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — ଦଶାକ୍ଷରୀ ବୃତ୍ତବିଶେଷ — Name of a musical metre of syllables
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=ପ୍ରଶଂସା କରିବା+ଭାବ. ତି) — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ 3 ସଗଣ ଓ ଏକ ଗୁରୁ ବର୍ଣ୍ଣ ଥାଏ। (ହି. ଶବ୍ଦସାଗର)] — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ3ସଗଣ ଓ ଏକ ଗୁରୁ ବର୍ଣ୍ଣ ଥାଏ (ହି. ଶବ୍ଦସାଗର)]