କୀର୍ତନିଆଁ Kīrtaniāñ

  • ଦେ. ବି. (ସଂ. କୀର୍ତନ) — ସଂକୀର୍ତନଦଳର ବ୍ଯକ୍ତି; କୀର୍ତନଗାୟକ — One belonging to a party of Kīrtana-players
  • ଦେ. ବିଣ — ସଂକୀର୍ତନକାରୀ — Chanting hymns