କୀର୍ତନୀୟ Kīrtanīya

  • ସଂ. ବିଣ. (କୃତ୍ ଧାତୁ+କର୍ମ. ଅନୀୟ) — ବନ୍ଦନୀୟ; ପ୍ରଶଂସନୀୟ — Praiseworthy
  • ସଂ. ବିଣ. (କୃତ୍ ଧାତୁ+କର୍ମ. ଅନୀୟ) — ଉଲ୍ଲେଖଯୋଗ୍ୟ — Mentionable