କୀର୍ତିତ Kīrtita

  • ସଂ. ବିଣ. (କୃତ୍ ଧାତୁ+କର୍ମ. ତ) — ବର୍ଣ୍ଣିତ — Described
  • ସଂ. ବିଣ. (କୃତ୍ ଧାତୁ+କର୍ମ. ତ) — ଖ୍ୟାତ — Renowned; called
  • ସଂ. ବିଣ. (କୃତ୍ ଧାତୁ+କର୍ମ. ତ) — ନିର୍ଦ୍ଦିଷ୍ଟ — Fixed; ascertained
  • ସଂ. ବିଣ. (କୃତ୍ ଧାତୁ+କର୍ମ. ତ) — କଥିତ; ଉକ୍ତ — Spoken; said