କୀର୍ତିପତାକା Kīrtipatākā

  • ସଂ. ବି. (ରୂପକ କର୍ମଧା; କୀର୍ତି+ପତାକା) — ପତାକା ପରି ବହୁଦୂରରୁ ଶୋଭିତ କୀର୍ତି; ଦିଗନ୍ତବିସ୍ତୃତ ଯଶୋରାଶି; ପ୍ରଚାରିତ ସୁନାମ — Widespread glory or renown (like a flying flag which is visible to a long distance)