କୀର୍ତନ ମଣ୍ଡଳ Kīrtana manḍaḻa
- ଦେ. ବି — ନାମସଂକୀର୍ତ୍ତନ କରିବା ନିମନ୍ତେ ଗଠିତ ଏକାଧିକ ବ୍ଯକ୍ତିଙ୍କର ସଂଘ — A party of Kīrtana players consisting of at least 3 persons
- ଦେ. ବି — [ଦ୍ର—କୀର୍ତନରେ ଗାଇବା ପାଇଁ, ମୃଦଙ୍ଗ ବଜାଇବା ପାଇଁ ଓ ପାଳି ଧରିବା ପାଇଁ ଅନ୍ତତଃ 3 ବା ତତୋଧିକ ବ୍ଯକ୍ତି ଲୋଡ଼ା।] — [ଦ୍ର—କୀର୍ତନରେ ଗାଇବା ପାଇଁ, ମୃଦଙ୍ଗ ବଜାଇବା ପାଇଁ ଓ ପାଳି ଧରିବା ପାଇଁ ଅନ୍ତତଃ3ବା ତତୋଧିକ ବ୍ଯକ୍ତି ଲୋଡ଼ା]