କିଶଳୟ Kiṡaḻaya

  • ସଂ. ବି. (କି=କିଞ୍ଚିତ୍+ଶଳ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅୟ) — ବୃକ୍ଷର ନୂଆ କୋମଳ ପତ୍ର — Tender new leaves of trees
  • ସଂ. ବି. (କି=କିଞ୍ଚିତ୍+ଶଳ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅୟ) — ନବପଲ୍ଲବାଙ୍କୁର — Young tender shoot
  • ସଂ. ବି. (କି=କିଞ୍ଚିତ୍+ଶଳ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅୟ) — କଅଁଳଗଜା — Sprout