କିଶୋରଚନ୍ଦ୍ରାନନ୍ଦ ଚମ୍ପୂ Kiṡorachandrānanda champū

  • ଦେ. ବି. (ନାମ) — କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁଙ୍କ ରଚିତ ସଂସ୍କୃତଗଦ୍ୟ ଓ ଓଡ଼ିଆ ଗୀତମୟ ରାଧାକୃଷ୍ଣଲୀଳାତ୍ମକ ଚମ୍ପୂକାବ୍ୟ — Name of a prose and poetry song-book in Oriya
  • ଦେ. ବି. (ନାମ) — [ଦ୍ର—ଏଥିରେ 'କ' ଠାରୁ 'କ୍ଷ' ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷର ଆଦ୍ୟରେ ଥାଇ ବିଭିନ୍ନ ରାଗର 34 ଗୋଟି ସଂଗୀତ ଅଛି। ଏହା ଅନେକ ସ୍ଥଳରେ ସଂସ୍କୃତ ନ ଜାଣିଥିବା ବ୍ଯକ୍ତିଙ୍କ ବୋଧଗମ୍ୟ ନ ହେଲେହେଁ ଏହାର ସଙ୍ଗୀତମାନ ଉତ୍କଳର ସର୍ବତ୍ର ଆଦୃତ ଓ ଗୀତ ହୋଇ ଆସୁଅଛି। ଯେଉଁ ସଙ୍ଗୀତପିଲା ବା ଦଳ ଏ ଚମ୍ପୂର ଗୀତକୁ ବୋଲି ଅର୍ଥ କରି ନ ଜାଣେ ସେ ସଙ୍ଗୀତରସିକମାନଙ୍କ ଦ୍ୱାରା ଆଦ଼ୃ଼ତ ହୁଏ ନାହିଁ।] — [ଦ୍ର—ଏଥିରେ 'କ' ଠାରୁ 'କ୍ଷ' ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷର ଆଦ୍ୟରେ ଥାଇ ବିଭିନ୍ନ ରାଗର34ଗୋଟି ସଂଗୀତ ଅଛି ଏହା ଅନେକ ସ୍ଥଳରେ ସଂସ୍କୃତ ନ ଜାଣିଥିବା ବ୍ଯକ୍ତିଙ୍କ ବୋଧଗମ୍ୟ ନ ହେଲେହେଁ ଏହାର ସଙ୍ଗୀତମାନ ଉତ୍କଳର ସର୍ବତ୍ର ଆଦୃତ ଓ ଗୀତ ହୋଇ ଆସୁଅଛି ଯେଉଁ ସଙ୍ଗୀତପିଲା ବା ଦଳ ଏ ଚମ୍ପୂର ଗୀତକୁ ବୋଲି ଅର୍ଥ କରି ନ ଜାଣେ ସେ ସଙ୍ଗୀତରସିକମାନଙ୍କ ଦ୍ୱାରା ଆଦ଼ୃ଼ତ ହୁଏ ନାହିଁ]