କିଳ୍ (ଧାତୁ) Kiḻ (root)

  • ସଂ — ଧଳା ହେବା — To be white; to become grey
  • ସଂ — (ଜଳ) ବରଫ ରୂପେ ଜମି ଯିବା — To freeze
  • ସଂ — ଜଳୀୟ ପଦାର୍ଥ ବସିଯିବା — To coagulate
  • ସଂ — କ୍ରୀଡ଼ା କରିବା — To play
  • ସଂ — ଉତ୍ତେଜିତ କରିବା — To instigate
  • ସଂ — ଫୋପାଡ଼ିବା; ଫିଙ୍ଗିବା — To throw; to cast
  • ସଂ — ପ୍ରେରଣ କରିବା — To send
  • ସଂ — ପ୍ରବେଶ କରିବା — To enter
  • ସଂ — ଆଦେଶ କରିବା — To order