କିଶୋରଚନ୍ଦ୍ର ରାଜେନ୍ଦ୍ର ଦେବ Kiṡorachandra rājendra deba

  • ଦେ. ବି. (ନାମ) — ଜନୈକ ଉତ୍କଳୀୟ କବି — A classic Oṟḍ̠iā poet
  • ଦେ. ବି. (ନାମ) — [ଦ୍ର—ଏ ଚିତ୍କିଟୀ ରାଜ୍ୟର ରାଜା ଥିଲେ। 'ବିଦଗ୍ଧମାଧବ ନାଟକ' ଏହାଙ୍କଦ୍ୱାରା ଅନୁଦିତ। ତାରିଣୀଚରଣ-ଉତ୍କଳ-ସାହିତ୍ୟ ଇତିହାସ]