କିଂଶୁକ Kiṁṣuka

  • ସଂ. ବି.—(କିଂ=କି+ ଶୁକ=ଶୁଆପକ୍ଷୀ; ଯେଉଁ ଫୁଲକୁ ଦେଖିଲେ ମନୁଷ୍ୟ ବିଚାରେ "ଏହା ଶୁକପକ୍ଷୀ କି?" ଏଥିର ଫୁଲ ଶୁଆର ଥଣ୍ଟ ପରି ନାଲି ଓ ବଙ୍କା) — ପଳାଶ ବୃକ୍ଷ ପୁଷ୍ପ — Butea Frondosa (tree and flower.)