କିମିଆ Kimiā

  • ବୈଦେ. ବି. (ଆ. କିମିୟା=ରସାୟନ ବିଦ୍ୟା; ତୁଳ. ଇଂ. କେମିଷ୍ଟ୍ରି) — ମନ୍ତ୍ର ଯନ୍ତ୍ର; ଗାରଡ଼ି ବିଦ୍ୟା; ଗୁଣି; ଯାଦୁ — Black art; charm
  • ବୈଦେ. ବି. (ଆ. କିମିୟା=ରସାୟନ ବିଦ୍ୟା; ତୁଳ. ଇଂ. କେମିଷ୍ଟ୍ରି) — ଇନ୍ଦ୍ରଜାଲ — Magic
  • ବୈଦେ. ବି. (ଆ. କିମିୟା=ରସାୟନ ବିଦ୍ୟା; ତୁଳ. ଇଂ. କେମିଷ୍ଟ୍ରି) — ତାନ୍ତ୍ରିକ ଅଭିଚାର — Tantric incantations. used against an enemy