କିମିଆଦାର୍ Kimiādār

  • ବୈଦେ. ବିଣ. (ଆ. କୀମିୟାଗାର୍=ରସାୟନବିଦ୍ୟା— ବିଶାରଦ) — ଗୁଣିବିଦ୍ୟାରେ ପାରଙ୍ଗମ; ଗୁଣିଆଁ — Expert in applying charms or black magic
  • ବୈଦେ. ବିଣ. (ଆ. କୀମିୟାଗାର୍=ରସାୟନବିଦ୍ୟା— ବିଶାରଦ) — ଐନ୍ଦ୍ରଜାଲିକ — Magician