କିମାକାର Kimākāra

  • ଦେ. ବିଣ. (କିଂ+ ଆକାର) — କେଉଁ ଆକାରର — Of what size
  • ଦେ. ବିଣ. (କିଂ+ ଆକାର) — କି ପ୍ରକାର — Of what nature or kind
  • ଦେ. ବିଣ. (କିଂ+ ଆକାର) — ଅଦ୍ଭୁତ — Wonderful; astonishing
  • ଦେ. ବିଣ. (କିଂ+ ଆକାର) — କିସ ଏହା କିମାକାର ନୁହେ ମୋ ଗୋଚର। ତୁଳସୀ, ବିଚିତ୍ରରାମାୟଣ, ଆଦି।
  • ଦେ. ବିଣ. (କିଂ+ ଆକାର) — [ଦ୍ର—ଏହି ଶବ୍ଦ କିମ୍ଭୁତ ଶବ୍ଦ ପରେ ସହଚରରୂପେ ବ୍ଯବହୃତ ହୁଏ।]