କିମାଚ Kimācha

  • ବୈଦେ. ବି. (ଆ. କିମାଶ୍) — ଗଞ୍ଜପା ଖେଳର ରଙ୍ଗବିଶେଷ; କୁମାଚ; ହଳଦିଆ ଭୂମିରେ ନାନାଦି ବର୍ଣ୍ଣର ଗୋଲକ ଚିହ୍ନ ଯୁକ୍ତ ଚକତି — A set of cards in the game of Gan̄japā having tips of various colour on yellow back ground