କିମିଆ କରିବା Kimiā karibā

  • ଦେ. କ୍ରି — ଗାରଡ଼ି ବିଦ୍ୟା ପ୍ରୟୋଗ କରିବା — To apply charm or magic
  • ଦେ. କ୍ରି — ଗୁଣିଗାରଡ଼ି—ବିଦ୍ୟା ପ୍ରୟୋଗ କରି ବଶ କରିବା — To bring one under control by the use of charms