କିନି Kini

  • ଦେ. ଅ — କିନା 7 (ଦେଖ) — କିନା7(ଦେଖ)Kinā 7 (See)
  • ପ୍ରାଦେ. (କଟକ ସହର) ଅ. (ଅସମାପିକା କ୍ରିୟା ପରେ ବ୍ଯବହୃତ) — କରି; ପୂର୍ବକ — With; being
  • ପ୍ରାଦେ. (କଟକ ସହର) ଅ. (ଅସମାପିକା କ୍ରିୟା ପରେ ବ୍ଯବହୃତ) — ସେ. ରାଗିକିନି ଘର ଭିତରକୁ ଗଲେ। କୁନ୍ତଳାକୁମାରୀ ସାବତ, ନଅତୁଣ୍ଡୀ।