କିନାରା କରିବା Kinārā karibā

  • ଦେ. କ୍ରି — ବନ୍ଦୋବସ୍ତ କରିବା — To make an arrangement
  • ଦେ. କ୍ରି — (ଥଳ ବା କୂଳ) ନିର୍ଣ୍ଣୟ କରିବା — To find out; to trace; to ascertain; to discover
  • ଦେ. କ୍ରି — କୌଣସି ଗୁପ୍ତ ଅପରାଧ ବା ଅପରାଧୀକୁ ବାହାର କରିବା — To detect a crime or an offender
  • ଦେ. କ୍ରି — କୌଣସି କାର୍ଯ୍ୟକୁ ସମାପ୍ତ ବା ପୂର୍ଣ୍ଣ କରିବା — To complete; to bring to a finish; to accomplish
  • ଦେ. କ୍ରି — ଏକ ପାଖକୁ ହଟାଇବା — To move to one side
  • ଦେ. କ୍ରି — ସମସ୍ତ ସମ୍ପର୍କ ତୁଟାଇବା — To cut off all connections