କିନାରିଆ Kināriā

  • ଦେ. ବିଣ. (ଲୁଗା) — ଯାହାର କିନାରା ବା ଧଡ଼ି ଥାଏ; ଧଡ଼ିଯୁକ୍ତ ବା ଧଡ଼ିଦାର (ଲୁଗା) — Rimmed; edged; hemmed; bordered (cloth)
  • ଦେ. ବିଣ. (ଲୁଗା) — (ଯଥା—ସରୁ କିନାରିଆ ଧୋତି।)